ଅନିଭୃତ Anibhṛuta

  • ସଂ. ବଣ. (ଅ+ନିଭୃତ) — ଯାହା ଗୁପ୍ତ ନୁହେଁ — Not private
  • ସଂ. ବଣ. (ଅ+ନିଭୃତ) — ସର୍ବସାଧାରଣ — Public
  • ସଂ. ବଣ. (ଅ+ନିଭୃତ) — ନିର୍ଲଜ୍ମ — Immodest
  • ସଂ. ବଣ. (ଅ+ନିଭୃତ) — ସାହସୀ — Bold