ଅନିମନ୍ତ୍ରିତ Animantrita

  • ସଂ. ବିଣ. ପୁଂ. (ଅ+ନିମନ୍ତ୍ରିତ) — ଯାହାକୁ ଡାକରା ହୋଇ ନ ଥାଏ — Uncalled
  • ସଂ. ବିଣ. ପୁଂ. (ଅ+ନିମନ୍ତ୍ରିତ) — ଅବରଣୀ — Uninvited