ଅନିବାରିତ Anibārita

  • ସଂ. ବିଣ. (ଅ+ନିବାରିତ) — ଯାହାକୁ କେହି ବାଧା ଦେଇ ନାହିଁ — Unopposed
  • ସଂ. ବିଣ. (ଅ+ନିବାରିତ) — ଅନିଷିଦ୍ଧ — Unforbidden
  • ସଂ. ବିଣ. (ଅ+ନିବାରିତ) — ଅପ୍ରତିହତଗତି — Unimpeded
  • ସଂ. ବିଣ. (ଅ+ନିବାରିତ) — ଅନିୟନ୍ତ୍ରିତ — Unchecked