ଅନିମତ୍ତେ Animitte
- ଦେ. କ୍ରି. ବିଣ. (ସଂ. ଅନିମିତ୍ତ) — ଯଥେଷ୍ଟ କାରଣ ବିନା — Without adequate occasion
- ଦେ. କ୍ରି. ବିଣ. (ସଂ. ଅନିମିତ୍ତ) — ଅନିମିତ୍ତେ ଆପଣା ସ୍ତୁତି ନ କହିବ। କୃଷ୍ଣସିଂହ, ମହାଭାରତ, ଆଦ୍ୟ।
- ଦେ. କ୍ରି. ବିଣ. (ସଂ. ଅନିମିତ୍ତ) — ଅକାରଣରେ; ବୃଥାରେ — Without any cause; in vain
- ଦେ. କ୍ରି. ବିଣ. (ସଂ. ଅନିମିତ୍ତ) — ନିଷ୍ପ୍ରୟୋଜନରେ — Uselessly
- ଦେ. କ୍ରି. ବିଣ. (ସଂ. ଅନିମିତ୍ତ) — ଶତେ ଶଳା ମାଇଲୁ ତାହାର ଅନିମିତ୍ତେ—ସାରଳା ମହାଭାରତ।