ଅନିବାରଣୀୟ Anibāraṇīya
- ସଂ. ବିଣ. (ଅ+ନିବାରଣୀଯ) — ଯାହାକୁ ବାରଣ କରାଯାଇ ନ ପାରେ — Unavoidable; irresistible;
- ସଂ. ବିଣ. (ଅ+ନିବାରଣୀଯ) — ଯାହା ବନ୍ଦ କରାଯାଇ ନ ପାରେ — Unpreventible
- ସଂ. ବିଣ. (ଅ+ନିବାରଣୀଯ) — ଅବଶ୍ୟମ୍ଭାବୀ — Inevitable
- ସଂ. ବିଣ. (ଅ+ନିବାରଣୀଯ) — ଦୁର୍ଦ୍ଧର୍ଷ — Invincible
- ସଂ. ବିଣ. (ଅ+ନିବାରଣୀଯ) — ଏକବାଗିଆ; ଯେ ବାରଣ ମାନେ ନାହିଁ — Stubborn
- ସଂ. ବିଣ. (ଅ+ନିବାରଣୀଯ) — ଯାହା ଏଡ଼ି ଦିଆଯାଇ ନ ପାରେ — Not to be warded off