ଅନିମିତ୍ତ Animitta
- ସଂ. ବି. (ନଞ ତତ୍; ଅ+ନିମିତ୍ତ) — ଯଥେଷ୍ଟ କାରଣର ଅଭାବ — Absence of adequate cause
- ସଂ. ବି. (ନଞ ତତ୍; ଅ+ନିମିତ୍ତ) — ଅମୂଳକତା — Groundlessness
- ସଂ. ବିଣ. (ବହୁବ୍ରୀହି) — ଯଥେଷ୍ଟ କାରଣହୀନ — Having no adequate cause
- ସଂ. ବିଣ. (ବହୁବ୍ରୀହି) — ଅମୂଳକ — Groundless
- ସଂ. ବିଣ. (ବହୁବ୍ରୀହି) — ଅକାରଣ — Causeless