ଅନିବୃତ୍ତ Anibṛutta

  • ସଂ. ବିଣ. (ଅ+ନିବୃତ୍ତ) — ଯାହାର ନିବୃତ୍ତି ନାହିଁ — Unceasing
  • ସଂ. ବିଣ. (ଅ+ନିବୃତ୍ତ) — ଅଣବାହୁଡ଼ା — Not returning
  • ସଂ. ବିଣ. (ଅ+ନିବୃତ୍ତ) — କାର୍ଯ୍ୟରୁ ରହିତ ନ ହେବା — Not stopping from work
  • ସଂ. ବିଣ. (ଅ+ନିବୃତ୍ତ) — ଅନବରତ; ଅବିରତ — Incessant; constant