ଅନବକାଶ Anabakāṡa
- ସଂ. ବି. (ନଞ ତତ୍; ନ+ଅବକାଶ) — ଅବକାଶର ଅଭାବ — Want of leisure
- ସଂ. ବିଣ. ପୁଂ. (ବହୁବ୍ରୀହି) — ଯାହାର ଫୁର୍ସେତ୍ ନ ଥାଏ — Having no leisure
- ସଂ. ବିଣ. ପୁଂ. (ବହୁବ୍ରୀହି) — ଯାହାର ସୁବିଧା ବା ସୁଯୋଗ ନାହିଁ — Having no opportunity or occasion
- ସଂ. ବିଣ. ପୁଂ. (ବହୁବ୍ରୀହି) — ଅପ୍ରଯୁଜ୍ୟ — Inapplicable