ଅନପେତ Anapeta

  • ସଂ. ବିଣ. (ନ+ଅପ+ଇ ଧାତୁ+ତ) — ଯାହା ଗତ ହୋଇ ନାହିଁ — Not gone; not past
  • ସଂ. ବିଣ. (ନ+ଅପ+ଇ ଧାତୁ+ତ) — ପୃଥକ୍ ହୋଇ ନ ଥିବା — Not separated
  • ସଂ. ବିଣ. (ନ+ଅପ+ଇ ଧାତୁ+ତ) — ବିଦ୍ୟମାନ; ଉପସ୍ଥିତ — Present
  • ସଂ. ବିଣ. (ନ+ଅପ+ଇ ଧାତୁ+ତ) — ଏକାନ୍ତ ଆସକ୍ତ — Faithful to