ଅନପେକ୍ଷ Anapeksha
- ସଂ. ବିଣ. ପୁଂ. (ବହୁବ୍ରୀହି; ନ+ଅପେକ୍ଷା) — ଯେ କାହାରିକି ଅପେକ୍ଷା ରଖେ ନାହିଁ — Regardless
- ସଂ. ବିଣ. ପୁଂ. (ବହୁବ୍ରୀହି; ନ+ଅପେକ୍ଷା) — ନିରପେକ୍ଷ — Impartical
- ସଂ. ବିଣ. ପୁଂ. (ବହୁବ୍ରୀହି; ନ+ଅପେକ୍ଷା) — ସ୍ୱାଧୀନ — Independent
- ସଂ. ବିଣ. ପୁଂ. (ବହୁବ୍ରୀହି; ନ+ଅପେକ୍ଷା) — ନିର୍ମମ — Indifferent
- ସଂ. ବିଣ. ପୁଂ. (ବହୁବ୍ରୀହି; ନ+ଅପେକ୍ଷା) — ବେଖାତିରିଆ — Careless