ଅନବଚ୍ଛିନ୍ନ Anabachchhinna

  • ସଂ. ବିଣ. (ନ+ଅବଚ୍ଛିନ୍ନ) — ଧାରାବାହିକ — Continuous
  • ସଂ. ବିଣ. (ନ+ଅବଚ୍ଛିନ୍ନ) — ଅବିଶ୍ରାନ୍ତ — Uninterrupted
  • ସଂ. ବିଣ. (ନ+ଅବଚ୍ଛିନ୍ନ) — ଯାହା ରେଖାଆଦିଦ୍ୱାରା ଛେଦିତ ହୋଇ ନାହିଁ — Unintersected
  • ସଂ. ବିଣ. (ନ+ଅବଚ୍ଛିନ୍ନ) — ଅତ୍ୟଧିକ; ବେଜାୟ୍ — Immoderate
  • ସଂ. ବିଣ. (ନ+ଅବଚ୍ଛିନ୍ନ) — (ଯଥା—ଅନବଚ୍ଛିନ୍ନ ହାସ)
  • ସଂ. ବିଣ. (ନ+ଅବଚ୍ଛିନ୍ନ) — ସୀମାହୀନ — Unbounded