ଅନବଦ୍ୟା Anabadyā

  • ସଂ. ବିଣ. ସ୍ତ୍ରୀ. (ଅନବଦ୍ୟ+ଆ) — ଅନବଦ୍ୟର ସ୍ତ୍ରୀଲିଙ୍ଗ — Feminine of anabadya
  • ସଂ. ବି. ସ୍ତ୍ରୀ — ଜଣେ ଅପ୍ସରା — Name of one of the Apsarās