ଅନବରତ Anabarata

  • ସଂ. ବିଣ. (ନ+ଅବ+ରମ ଧାତୁ+ଭାବ. ତ) — ଅବିଶ୍ରାନ୍ତ — Uninterrupted; incessant
  • ସଂ. କ୍ରି. ବିଣ — ସର୍ବଦା — Always
  • ସଂ. କ୍ରି. ବିଣ — ଅବିଶ୍ରାନ୍ତଭାବରେ — Incessantly