ଅନପେକ୍ଷା Anapekshā

  • ସଂ. ବି. (ନ+ଅପେକ୍ଷା) — ବେଖାତିର୍ — Carelessness
  • ସଂ. ବି. (ନ+ଅପେକ୍ଷା) — ପରପ୍ରତି ଅପେକ୍ଷା ନ କରିବା — Disregard; want of regard for another
  • ସଂ. ବିଣ. ସ୍ତ୍ରୀ—(ଅନପେକ୍ଷ+ଆ) — ଅନପେକ୍ଷର ସ୍ତ୍ରୀଲିଙ୍ଗ — Feminine of Anapeksha