ଅନଧିଗତ Anadhigata

  • ସଂ. ବିଣ. (ନ+ ଅଧିଗତ) — ଅପ୍ରାପ୍ତ — Not obtained; not attained
  • ସଂ. ବିଣ. (ନ+ ଅଧିଗତ) — (ଯଥା—ଅନଧିଗତ ମନୋରଥ।)
  • ସଂ. ବିଣ. (ନ+ ଅଧିଗତ) — ନ ଅର୍ଜିତ — Not acquired
  • ସଂ. ବିଣ. (ନ+ ଅଧିଗତ) — ଅଜ୍ଞତା; ଅବିଦିତ — Unknown
  • ସଂ. ବିଣ. (ନ+ ଅଧିଗତ) — ଅପଠିତ — Unread; unlearnt
  • ସଂ. ବିଣ. (ନ+ ଅଧିଗତ) — (ଯଥା—ଅନଧିଗତ ଶାସ୍ତ୍ର।)
  • ସଂ. ବିଣ. (ନ+ ଅଧିଗତ) — ଯେଉଁ ସ୍ଥାନରେ ପହଞ୍ଚାଯାଇ ନ ଥାଏ — Not reached (place)