ଅନଧିକାର Anadhikāra

  • ସଂ. ବିଣ (ନ+ଅଧିକାର) — ଅଧିକାର ବା କ୍ଷମତାର ଅଭାବ — Absence of authority
  • ସଂ. ବିଣ (ନ+ଅଧିକାର) — ଦଖଲର ଅଭାବ — Want of Possession
  • ସଂ. ବିଣ (ନ+ଅଧିକାର) — ସ୍ୱତ୍ୱର ଅଭାବ — Want of title
  • ସଂ. ବିଣ — ଅଧିକାରହୀନ — Having no authority or possession