ଅନଧିକୃତ Anadhikṛutta

  • ସଂ. ବିଣ. (ନ+ଅଧିକୃତ) — ଅଧିକାରୀରୂପେ ଭାରପ୍ରାପ୍ତ ହୋଇ ନ ଥିବା — Not placed in charge of
  • ସଂ. ବିଣ. (ନ+ଅଧିକୃତ) — ଦଖଲ କରାଯାଇ ନ ଥିବା — Not possessed
  • ସଂ. ବିଣ. (ନ+ଅଧିକୃତ) — ଉତ୍ତରଧିକାରୀରୂପେ ପ୍ରାପ୍ତ ହୋଇ ନ ଥିବା — Not inherited
  • ସଂ. ବିଣ. (ନ+ଅଧିକୃତ) — ଦାବୀ କରାଯାଇ ନ ଥିବା — Unclaimed
  • ସଂ. ବିଣ. (ନ+ଅଧିକୃତ) — ଅନିଯୁକ୍ତ; ମୁକରର କରାଯାଇ ନ ଥିବା — Not appointed