ଅନଧ୍ୟୟନ ଦ୍ୱିତୀୟା Anadhyayana dwitīyā

  • ସଂ. ବି. (ବହୁବ୍ରୀହି; ଯେଉଁ ଦ୍ୱିତୀୟା ଦିନ ପାଠ— ପଢ଼ା ନିଷଦ୍ଧ) — ମାର୍ଗଶୀର ମାସର କୃଷ୍ଣପକ୍ଷ ଦ୍ୱିତୀୟା — The 2nd day of the dark-fortnight of the month of Mārgaṡīra