ଅନଧିକାରଚର୍ଚ୍ଚା Anadhikāracharchchā
- ସଂ. ବି. ( 7 ମୀ ତତ୍ ବା 6 ଷ୍ଠୀ ତତ୍) — ଅଧିକାର ବା ଅଭିଜ୍ଞତା ନ ଥିବା ବିଷୟରେ ଚର୍ଚ୍ଚା ବା ଆଲୋଚନା — Dealing with a matter in which one has no experience
- ସଂ. ବି. ( 7 ମୀ ତତ୍ ବା 6 ଷ୍ଠୀ ତତ୍) — ବିନା ସମ୍ପର୍କରେ ଆଲୋଚନା — Officiousness
- ସଂ. ବି. ( 7 ମୀ ତତ୍ ବା 6 ଷ୍ଠୀ ତତ୍) — ବଳେ ପଶି ପର ବିଷୟର ଚର୍ଚ୍ଚା — Unjustificable interference; intermeddling with the affairs of others