ଅନଧ୍ୟୟନ Anadhyayana

  • ସଂ. ବି. (ନ+ ଅଧ୍ୟୟନ) — ପଠନର ଅଭାବ; ନ ପଢ଼ିବା — Not reading; not studying
  • ସଂ. ବି. (ନ+ ଅଧ୍ୟୟନ) — ପଢ଼ା ବନ୍ଦ; ପଢ଼ା ସ୍ଥକିତ ହେବା — Cessation of study; intermission of study