ଅନଧ୍ୟକ୍ଷ Anadhyaksha
- ସଂ. ବିଣ. (ବହୁବ୍ରୀହି; ନ+ ଅଧ୍ୟକ୍ଷ) — ଅଧ୍ୟକ୍ଷରହିତ — Masterless
- ସଂ. ବିଣ. (ବହୁବ୍ରୀହି; ନ+ ଅଧ୍ୟକ୍ଷ) — ଯାହାର କେହି ତନଖିବାକୁ ନାହିଁ — Having no superintendent
- ସଂ. ବିଣ. (ବହୁବ୍ରୀହି; ନ+ ଅଧ୍ୟକ୍ଷ) — ଇନ୍ଦ୍ରିୟର ଅଗୋଚର — Imperceptible by the senses; not observable