ଅଧିକେ Adhike
- ଦେ. କ୍ରି. ବିଣ. (ସଂ. ଅଧିକନ୍ତୁ) — ଅଧିକନ୍ତୁ — And also
- ଦେ. କ୍ରି. ବିଣ. (ସଂ. ଅଧିକନ୍ତୁ) — ଆନନ୍ଦ ସାଗରେ ବୁଡ଼ିଲା, ଅଧିକେ ଆତ୍ମା ପାସୋରିଲା। ଜଗନ୍ନାଥ, ଭାଗବତ।
- ଦେ. କ୍ରି. ବିଣ. (ସଂ. ଅଧିକନ୍ତୁ) — ପରନ୍ତୁ — On the other hand
- ଦେ. କ୍ରି. ବିଣ. (ସଂ. ଅଧିକନ୍ତୁ) — ନଣନ୍ଦ ଅଳିରେ କେବେ ନ ଚଳିବୁ, ଅଧିକେ କରିବୁ ସ୍ନେହ। ଗଙ୍ଗାଧର, ପ୍ରଣୟବଲ୍ଲରୀ 4 । — ନଣନ୍ଦ ଅଳିରେ କେବେ ନ ଚଳିବୁ, ଅଧିକେ କରିବୁ ସ୍ନେହ ଗଙ୍ଗାଧର, ପ୍ରଣୟବଲ୍ଲରୀ4