ଅଧିକୃତ Adhikṛuta
- ସଂ. ବିଣ. (ଅଧି+କୃ ଧାତୁ+କର୍ମ. ତ) — ଅଧିକାରଭୁକ୍ତ — Within one's jurisdiction
- ସଂ. ବିଣ. (ଅଧି+କୃ ଧାତୁ+କର୍ମ. ତ) — ଦଖଲ କରାଯାଇଥିବା — Taken possession of
- ସଂ. ବିଣ. (ଅଧି+କୃ ଧାତୁ+କର୍ମ. ତ) — ଆୟତ୍ତ — Under one's control
- ସଂ. ବିଣ. (ଅଧି+କୃ ଧାତୁ+କର୍ମ. ତ) — ରାଜତ୍ୱ ବା ଶାସନାଧୀନକୁ ଅଣାଯିବା (ରାଜ୍ୟ) — Governed; ruled (country)
- ସଂ. ବିଣ. (ଅଧି+କୃ ଧାତୁ+କର୍ମ. ତ) — କୌଣସି କାର୍ଯ୍ୟରେ ନିଯୁକ୍ତ କରାଯାଇଥିବା (ବ୍ୟକ୍ତି) — (a person) Engaged in a particular work
- ସଂ. ବିଣ. (ଅଧି+କୃ ଧାତୁ+କର୍ମ. ତ) — କୌଣସି ଅଧିକାର ବା ଭାର ପାଇଥିବା (ବ୍ୟକ୍ତି) — Authorised to exercise certain power
- ସଂ. ବିଣ. (ଅଧି+କୃ ଧାତୁ+କର୍ମ. ତ) — ସ୍ୱତ୍ୱ ବଳରେ ଭୋଗ କରାଯାଉଥିବା (ସମ୍ପତ୍ତି) — (property) Enjoyed by virtue of one's title
- ସଂ. ବିଣ. (ଅଧି+କୃ ଧାତୁ+କର୍ମ. ତ) — ଉପଲବ୍ଧ — Got; attained
- ସଂ. ବିଣ. (ଅଧି+କୃ ଧାତୁ+କର୍ମ. ତ) — ସମ୍ବନ୍ଧୀୟ — Relating to
- ସଂ. ବି — ତତ୍ତ୍ୱାବଧାରକ — Superintendent
- ସଂ. ବି — ବିଶିଷ୍ଟ କର୍ମଚାରୀ — A functionary; an officer
- ସଂ. ବି — ଅଧ୍ୟକ୍ଷ — Principal; a head