ଅଧିକାର୍ଥ Adhikārtha

  • ସଂ. ବିଣ. (ବହୁବ୍ରୀହି) — ଯେଉଁ ବାକ୍ୟ ବା ଶବ୍ଦ ବା କୌଣସି ପଦର ଅର୍ଥରେ ବିଶିଷ୍ଟତା; ଥାଏ — Any sentence or word conveying a special meaning
  • ସଂ. ବି. (ବହୁବ୍ରୀହି) — ବିଶିଷ୍ଟ ଅର୍ଥ — Peculiar meaning
  • ସଂ. ବି. (ବହୁବ୍ରୀହି) — ଅଧିକା ଅର୍ଥ — Additional meaning