ଅଧିକ୍ଷେପ Adhikshepa
- ସଂ. ବି. (ଅଧି+କ୍ଷିପ ଧାତୁ+ଭାବ. ଅ) — ନିନ୍ଦା — Blame
- ସଂ. ବି. (ଅଧି+କ୍ଷିପ ଧାତୁ+ଭାବ. ଅ) — ତିରଷ୍କାର — Censure; abuse
- ସଂ. ବି. (ଅଧି+କ୍ଷିପ ଧାତୁ+ଭାବ. ଅ) — ଅଧିକ୍ଷେପ କଲେ ଯେ କରେ ଅଧିକ୍ଷେପ / ତାହାର ସବୁ ପୁଣ୍ୟ ହୁଅଇଟି ଲୋପ। କୃଷ୍ଣସିଂହ, ମହାଭାରତ, ବନ।
- ସଂ. ବି. (ଅଧି+କ୍ଷିପ ଧାତୁ+ଭାବ. ଅ) — ବ୍ୟଙ୍ଗ୍ୟ — Irony; satire
- ସଂ. ବି. (ଅଧି+କ୍ଷିପ ଧାତୁ+ଭାବ. ଅ) — ଅପମାନ — Insult
- ସଂ. ବି. (ଅଧି+କ୍ଷିପ ଧାତୁ+ଭାବ. ଅ) — ଶିଶୁପାଳ ବିନା କେହୁ ମତେ ସଂସାରେ / ଏରୁପେ ଅଧିକ୍ଷେପ କରିବ ଭାଷାରେ। କୃଷ୍ଣସିଂହ, ମହାଭାରତ, ସଭା।
- ସଂ. ବି. (ଅଧି+କ୍ଷିପ ଧାତୁ+ଭାବ. ଅ) — କାର୍ଯ୍ୟରୁ ବରଖାସ୍ତି; କାର୍ଯ୍ୟଚ୍ୟୁତି — Dismissal
- ସଂ. ବି. (ଅଧି+କ୍ଷିପ ଧାତୁ+ଭାବ. ଅ) — ନିକ୍ଷେପ; ଫିଙ୍ଗା — Throwing
- ସଂ. ବି. (ଅଧି+କ୍ଷିପ ଧାତୁ+ଭାବ. ଅ) — କାର୍ଯ୍ୟର ଭାର ପ୍ରଦାନ — Entrusting with some duty