ଅଧିକାଂଶ Adhikāṃṣa

  • ସଂ. ବି. (କର୍ମଧା) — ଅଧିକ ଭାଗ; ବେଶି ଭାଗ — A large part
  • ସଂ. ବି. (କର୍ମଧା) — (କଳ୍ପାଂଶ—ବିପରୀତ)
  • ସଂ. ବି. (କର୍ମଧା) — କୌଣସି ବସ୍ତୁ ବା ବିଷୟର ଅଧେ ଅପେକ୍ଷା ବେଶି ଅଂଶ — Majority; more than half
  • ଦେ. ବିଣ — ଅନେକ; ବହୁତ; ବହୁସଂଖ୍ୟକ — A great number; many
  • ଦେ. ବିଣ — ବହୁ ପରିମିତ — Very much; too much; a very large quantity
  • ଦେ. ବିଣ — ନିର୍ଦ୍ଦିଷ୍ଟ ବା ସାଧାରଣ ପରିମାଣ ବା ସଂଖ୍ୟାରୁ ଢେର୍ ବେଶି — Much more than ordinary
  • ଦେ. କ୍ରି. ବିଣ — ବହୁ ସ୍ଥଳରେ — In a great many places or instances
  • ଦେ. କ୍ରି. ବିଣ — ପ୍ରାୟ; ସାଧାରଣତଃ — Generally
  • ଦେ. କ୍ରି. ବିଣ — ଅଧେ ଅପେକ୍ଷା ବେଶି ସ୍ଥଳରେ — In the majority of cases