ଅଧିଗମ Adhigama
- ସଂ. ବି. (ଅଧି+ଗମ ଧାତୁ+ଭାବ. ଅ — ଅର୍ଜନ — Acquisition; earning
- ସଂ. ବି. (ଅଧି+ଗମ ଧାତୁ+ଭାବ. ଅ — ପ୍ରାପ୍ତି — Receipt; getting
- ସଂ. ବି. (ଅଧି+ଗମ ଧାତୁ+ଭାବ. ଅ — ଜ୍ଞାନ — Knowledge
- ସଂ. ବି. (ଅଧି+ଗମ ଧାତୁ+ଭାବ. ଅ — ଶିକ୍ଷା; ପାଠାଭ୍ୟାସ — Learning; study
- ସଂ. ବି. (ଅଧି+ଗମ ଧାତୁ+ଭାବ. ଅ — ସ୍ୱୀକୃତି; ସ୍ୱୀକାର — Acceptance; agreement
- ସଂ. ବି. (ଅଧି+ଗମ ଧାତୁ+ଭାବ. ଅ — ନିଶ୍ଚିତ — Ascertainment
- ସଂ. ବି. (ଅଧି+ଗମ ଧାତୁ+ଭାବ. ଅ — ବାଣିଜ୍ୟରେ ଅର୍ଜିତ ଲାଭ — Mercantile profit