ଅଧିକ୍ରମ Adhikrama

  • ସଂ. ବି. (ଅଧି+କ୍ରମ ଧାତୁ+ଭାବ. ଅ) — ଆକ୍ରମଣ; ଚଢ଼ଉ — Attack; invasion
  • ସଂ. ବି. (ଅଧି+କ୍ରମ ଧାତୁ+ଭାବ. ଅ) — ଆରୋହଣ — Ascent