ଅଧାରୁଆ Adhāruā

  • ଦେ. ବିଣ — (ଅ+ଓ. ଧାରୁଆ)—ଯେଉଁ ବ୍ୟକ୍ତି ଧାରୁଆ ବା ଋଣୀ ନୁହେଁ — Not indebted; free from debt
  • ଦେ. ବିଣ — (ଅ+ଓ. ଧାର+ଓ. ପ୍ରତ୍ୟୟ. ଉଆ)—ଅତୀକ୍ଷ୍ଣ; ଅଦାଡ଼ୁଆ — Not edged; blunt
  • ଦେ. ବିଣ — (ସଂ. ଅର୍ଦ୍ଧ+ରୋପିତ)—ଯେଉଁ ବିଲ ବା କିଆରିରେ ଧାନତଳି ରୁଆ କାର୍ଯ୍ୟ ଶେଷ ହୋଇ ନାହିଁ — (a field) In which the transplantation of paddy seedlings has not been completed