ଅଧାର Adhāra
- ଗ୍ରା. ବି. (ସଂ. ଆହାର) — ଖାଦ୍ୟ; ଆହାର — Food
- ଗ୍ରା. ବି. (ସଂ. ଆହାର) — (ଯଥା—ସେ ବେମାରିରେ ପଡ଼ି ଆଜିକୁ ଦୁଇଦିନ ହେବ ଅଧାର ଛାଡ଼ିଲାଣି।)
- ଗ୍ରା. ବି. (ସଂ. ଆହାର) — ପକ୍ଷିମାତା ନିଜ ଶିଶୁର ପାଟିରେ ଆଣି ଯେଉଁ ଖାଦ୍ୟ ଗୁଞ୍ଜିଦିଏ — Food put by the mother-bird into the mouth of its young ones
- ଗ୍ରା. ବି. (ସଂ. ଆହାର) — ଦେ. ବି. (ସଂ. ଅ+ଓ. ଧାର=ଧାର=ଦାଢ଼)
- ଗ୍ରା. ବି. (ସଂ. ଆହାର) — ଅଦାଢ଼ୁଆ — Not sharp-edged; blunt