ଅଧାସ୍ୱର୍ଗ Adhāswarga
- ଦେ. ବି. (ସଂ. ଅର୍ଦ୍ଧ+ସ୍ୱର୍ଗ) — ସ୍ୱର୍ଗସୁଖର ଅସମ୍ପୂର୍ଣ୍ଣ ଭୋଗ — Partial enjoyment of heavenly bliss
- ଦେ. ବି. (ସଂ. ଅର୍ଦ୍ଧ+ସ୍ୱର୍ଗ) — ଆକାଶର ଅଧେ ଦୂର ପର୍ଯ୍ୟନ୍ତ ଉଚ୍ଚତା — A height of half-way to the sky
- ଦେ. ବି. (ସଂ. ଅର୍ଦ୍ଧ+ସ୍ୱର୍ଗ) — ଚଉବିଂଶ ଯୋଜନ ଉପରକୁ ଉତ୍ସର୍ଗ, ଅଗ୍ନିର ତେଜ ଯାଇ ଲାଗିଲା ଅଧାସ୍ୱର୍ଗ। ସାରଳା ମହାଭାରତ, ସଭା।