ଅଧାବିଧା Adhābidhā

  • ଦେ. ବିଣ. (ସଂ. ଅର୍ଦ୍ଧ+ବିଧା) — ଅଧାପନ୍ତରା (ଦେଖ) — Adhāpantarā (See)
  • ଦେ. କ୍ରି. ବିଣ — ଅସମ୍ପୂର୍ଣ୍ଣ ରୂପେ — Incompletely
  • ଦେ. କ୍ରି. ବିଣ — ଅମନୋଯୋଗୀ ହୋଇ; ମନ ନ ଲଗାଇ — Half heartedely