ଅଧାସରି Adhāsari

  • ଦେ. ବିଣ. (ସଂ. ଅର୍ଦ୍ଧ+ସମାପ୍ତ) — ଅର୍ଦ୍ଧସମାପ୍ତ — Half-finished
  • ଦେ. ବିଣ. (ସଂ. ଅର୍ଦ୍ଧ+ସମାପ୍ତ) — ଅର୍ଦ୍ଧେକ ପର୍ଯ୍ୟନ୍ତ ଖର୍ବୀକୃତ — Reduced to or diminished by half
  • ଦେ. ବିଣ. (ସଂ. ଅର୍ଦ୍ଧ+ସମାପ୍ତ) — ଅର୍ଦ୍ଧପର୍ଯ୍ୟନ୍ତ ପୂର୍ଣ୍ଣ — Half-filled
  • ଦେ. କ୍ରି. ବିଣ — ଅର୍ଦ୍ଧସୀମା ପର୍ଯ୍ୟନ୍ତ — Upto half the limit
  • ଦେ. କ୍ରି. ବିଣ — ପ୍ରାୟ ଅଧେ — Nearly half; by about half