ଅଧାସୋଇଁ Adhāsoiñ
- ଗ୍ରା. ବିଣ — ବ୍ୟବହାରରେ ଅଧ ପର୍ଯ୍ୟନ୍ତ ଘୋରି ହୋଇ ଯାଇଥିବା (ଲଙ୍ଗଳ) — (plough) Almost worn-out by constant use
- ଗ୍ରା. ବି — ବହୁକାଳ ହଳବୁଲା ହେବା ଯୋଗୁଁ ଅଧେ ପର୍ଯ୍ୟନ୍ତ ଘୋରି ହୋଇ ଯାଇଥିବା ଲଙ୍ଗଳ — A plough which is almost worn out by constant use
- ଦେ. କ୍ରି. ବିଣ — ଅଧାସରି (ଦେଖ) — Adhāsari (See)