ଅଧାର୍ତାବନ୍ଧା Adhārtābandhā

  • ଗ୍ରା. ବିଣ — ଅଧାର୍ତା; ଅଋଣୀ — Not in debt
  • ଗ୍ରା. ବିଣ — ଯେଉଁ ବ୍ୟକ୍ତି କାହାଠାରୁ ଋଣ କରି ନାହିଁ କିମ୍ବା କାହା ନିକଟରେ ଅନ୍ୟ ପାଇଁ ଜାମିନ୍ ହୋଇ ନାହିଁ — (a person) Who is neither indebted nor encumbered by any liability
  • ଗ୍ରା. ବିଣ — ଯାହା ଉପରେ କୌଣସି ଦାୟିତ୍ୱ ବା ଝୁଙ୍କି ନାହିଁ — Not saddled with any responsibility
  • ଗ୍ରା. ବିଣ — ଜାମିନ୍ ବା ବନ୍ଧକ ଆଦିଦ୍ୱାରା ଆବଦ୍ଧ ହୋଇ ନ ଥିବା (ସମ୍ପତ୍ତି) — Unencumbered; (property) having no encumbrance on it