ଅଙ୍ଗୁଛି Aṅguchhi

  • ପ୍ରାଦେ. (ସମ୍ବଲପୁର) ବି. (ଅଙ୍ଗୁଛା+କ୍ଷୁଦ୍ରାର୍ଥେ. ଇ) — ଛୋଟ ଗାମୁଛା — A small towel
  • ପ୍ରାଦେ. (ସମ୍ବଲପୁର) ବି. (ଅଙ୍ଗୁଛା+କ୍ଷୁଦ୍ରାର୍ଥେ. ଇ) — ଝାଡ଼ଣ — A duster