ଅଙ୍ଗୀକୃତ Aṅgīkṛuta
- ସଂ. ବିଣ. (ଅଙ୍ଗୀ କୃ+କର୍ମ. ତ) — ଯାହା ସ୍ୱୀକୃତ ହୋଇଅଛି — Agreed to
- ସଂ. ବିଣ. (ଅଙ୍ଗୀ କୃ+କର୍ମ. ତ) — ଗୃହୀତ; ମଞ୍ଜୁର କରାଯାଇଥିବା — Accepted
- ସଂ. ବିଣ. (ଅଙ୍ଗୀ କୃ+କର୍ମ. ତ) — (ଅଙ୍ଗୀ କୃ+କର୍ତ୍ତୃ. ତ)—ଯେ ସ୍ୱୀକାର କରିଅଛି; ଯେ ରାଜି ହୋଇଅଛି — Consenting; agreeing