ଅଙ୍ଗୁରି Aṅguri

  • ସଂ. ବି. (ଅଙ୍ଗ ଧାତୁ+ସଂଜ୍ଞାର୍ଥେ. ଉରି) — ଅଙ୍ଗୁଳିଭୂଷଣ; ଗୋଡ଼ ଓ ହାତର ଆଙ୍ଗୁଠିରେ ପିନ୍ଧାଯିବା ମୁଦି; ମୁଦ୍ରିକା — Finger-ring; ring for the finger or toe
  • ସଂ. ବି. (ଅଙ୍ଗ ଧାତୁ+ସଂଜ୍ଞାର୍ଥେ. ଉରି) — ଗୋଡ଼ର ବୁଢ଼ା ଆଙ୍ଗୁଠି — The big toe