ଅଙ୍ଗୁରୀୟ Aṅgurīya

  • ସଂ. ବି. (ଅଙ୍ଗୁଳି+ଈୟ; ଅଙ୍ଗୁଳିର ଏହା) — ଅଙ୍ଗୁରି; ଅଙ୍ଗୁଳିଭୂଷଣ; ମୁଦି — Finger-ring
  • ସଂ. ବି. (ଅଙ୍ଗୁଳି+ଈୟ; ଅଙ୍ଗୁଳିର ଏହା) — (ଆଧୁନିକ ବିଜ୍ଞାନପରିଭାଷା)—ଶନି ଗ୍ରହକୁ ବେଢ଼ି ଥିବା ବେଷ୍ଟନୀ ବା ଗୋଲ ପଟି — The rings observed roung the planet Mars