ଅଙ୍ଗୁଟ୍ ପାଇବା Aṅguṭ pāibā
- ପ୍ରାଦେ. (କଟକ; ପୁରୀ)—କ୍ରି — ବିରକ୍ତ ହେବା — To be displeased or annoyed
- ପ୍ରାଦେ. (କଟକ; ପୁରୀ)—କ୍ରି — (ଯଥା—ସେ ମତେ ଦେଖିଲାକ୍ଷଣି ଭାରି ଅଙ୍ଗୁଟ ପାଉଛି।)
- ପ୍ରାଦେ. (କଟକ; ପୁରୀ)—କ୍ରି — ବକ୍ତାର ଭଲ ଉଦ୍ଦେଶ୍ୟକୁ ମନ୍ଦ ବୁଝି ବିରକ୍ତ ହେବା — To misunderstand
- ପ୍ରାଦେ. (କଟକ; ପୁରୀ)—କ୍ରି — (ଯଥା—ମୁଁ ତାର ମଙ୍ଗଳ ପାଇଁ ତାକୁ ସାବଧାନ କରି ଦେବାରୁ ସେ ଅଙ୍ଗୁଟ୍ ପାଉଛି।)