ଅଙ୍ଗୁଟିଆ Aṅgutiā

  • ପ୍ରାଦେ. (କଟକ; ପୁରୀ) ବିଣ. ପୁଂ — ଚିଡ଼ଲ; ଚିଡ଼୍ଚିଡ଼ା — Surly
  • ପ୍ରାଦେ. (କଟକ; ପୁରୀ) ବିଣ. ପୁଂ — ଅବିଗୁଣିଆ; ଯେଉଁ ବ୍ୟକ୍ତି ଭଲ କଥାକୁ ମନ୍ଦ ବୁଝି ବିରକ୍ତ ହୁଏ — Prone to misunderstand
  • ପ୍ରାଦେ. (କଟକ; ପୁରୀ) ବିଣ. ପୁଂ — ଅବୁଝାମଣା — Unreasonable
  • ଦେ. ବି — ବୃକ୍ଷବିଶେଷ; ବଣିଆଘଣ୍ଟା (ଦେଖ) — A tree; Baṇiāghaṇtā (See)