ଅଙ୍ଗୀକାର Aṅgīkāra
- ସଂ. ବି. (ଅଙ୍ଗ+ଅଭୂତ ତଦ୍ଭାବେ. ଈ+କୃ ଧାତୁ+ଭାବ. ଅ) — ଜବାବ; ପ୍ରତିଶ୍ରୁତି — A promise
- ସଂ. ବି. (ଅଙ୍ଗ+ଅଭୂତ ତଦ୍ଭାବେ. ଈ+କୃ ଧାତୁ+ଭାବ. ଅ) — ସ୍ୱୀକାର — Admission; acknowledgement
- ସଂ. ବି. (ଅଙ୍ଗ+ଅଭୂତ ତଦ୍ଭାବେ. ଈ+କୃ ଧାତୁ+ଭାବ. ଅ) — ସମ୍ମତି; ରାଜି — Consent
- ସଂ. ବି. (ଅଙ୍ଗ+ଅଭୂତ ତଦ୍ଭାବେ. ଈ+କୃ ଧାତୁ+ଭାବ. ଅ) — ଶିରୀଷଅଙ୍ଗୀ ଅଙ୍ଗୀକାର କାର ରେ—କବିସୂର୍ଯ୍ୟ, ସଙ୍ଗୀତ।
- ସଂ. ବି. (ଅଙ୍ଗ+ଅଭୂତ ତଦ୍ଭାବେ. ଈ+କୃ ଧାତୁ+ଭାବ. ଅ) — ପ୍ରତିଜ୍ଞା — Vow
- ସଂ. ବି. (ଅଙ୍ଗ+ଅଭୂତ ତଦ୍ଭାବେ. ଈ+କୃ ଧାତୁ+ଭାବ. ଅ) — ଚୁକ୍ତି — Agreement
- ସଂ. ବି. (ଅଙ୍ଗ+ଅଭୂତ ତଦ୍ଭାବେ. ଈ+କୃ ଧାତୁ+ଭାବ. ଅ) — ଗ୍ରହଣ; ମଞ୍ଜୁରି — Acceptance
- ସଂ. ବି. (ଅଙ୍ଗ+ଅଭୂତ ତଦ୍ଭାବେ. ଈ+କୃ ଧାତୁ+ଭାବ. ଅ) — କର ଅଙ୍ଗୀକାର ଅରଜୁନ କହୁଥାଇ—ସାରଳା ମହାଭାରତ, ଭୀଷ୍ମ।