ଅଙ୍ଗୀଭୂତ Aṅgībhūta

  • ସଂ. ବିଣ. (ଅଙ୍ଗୀ+ଅଭୂତ ତଦ୍ଭାବେ. ଈ+ଭୂ ଧାତୁ+ କର୍ତ୍ତୃ. ତ) — ଅଙ୍ଗରୂପେ ଗୃହୀତ — Turned into a component part
  • ସଂ. ବିଣ. (ଅଙ୍ଗୀ+ଅଭୂତ ତଦ୍ଭାବେ. ଈ+ଭୂ ଧାତୁ+ କର୍ତ୍ତୃ. ତ) — ଅଂଶରୂପେ ଗୃହୀତ; ଅନ୍ତର୍ଭୁକ୍ତ — Included as a part of; forming a part of