ଅକାଳଝଡ଼ା Akāḻajhaṟḍ̠ā

  • ଦେ. ବିଣ — ଯେଉଁ ଫଳ ପୂର୍ଣ୍ଣରୂପେ ପକ୍ୱ ବା ପୁଷ୍ଟ ହେବା ପୂର୍ବରୁ ଗଛରୁ ଝଡ଼ି ପଡ଼େ; କେଞ୍ଚୁଡ଼ି ଅବସ୍ଥାରେ ଗଛରୁ ଝଡ଼ି ପଡ଼ିବା (ଫଳ)। — (fruit) Fallen from the tree before it is ripe