ଅକାଳ ବିଆଣ Akāḻa biāṇa
- ଗ୍ରା. ବି — ମାତାର ଗର୍ଭଧାରଣର ଦଶ ମାସ ନ ହେଉଣୁ ସନ୍ତାନୋତ୍ପାଦନ। — A mother's bringing forth of children before the full conception period is over
- ଗ୍ରା. ବି — ମାତାର ଗର୍ଭ ଧାରଣ କରିବାର ଉପଯୁକ୍ତ ବୟସ ନ ହେଉଣୁ ସନ୍ତାନୋତ୍ପାଦନ। — A mother's giving birth to children while she is too young
- ଗ୍ରା. ବି — ମାତାର ଗର୍ଭଧାରଣ କରିବାର ବୟସ ଟପି ଗଲା ପରେ ବାର୍ଦ୍ଧକ୍ୟରେ ସନ୍ତାନୋତ୍ପାଦନ। — A mother's bringing forth of children when she is too old
- ଗ୍ରା. ବି — ଅକାଳଜ ସନ୍ତାନ — A child born before the full conception period