ଅକାଳପୋଷା Akāḻaposhā

  • ଦେ. ବିଣ. ପୁଂ ଓ ସ୍ତ୍ରୀ. (ସଂ. ଅକାଳ+ପୋଷକ) — ଅକାଳ ବା ଦୁର୍ଭିକ୍ଷ କାଳରେ ଯେଉଁ ବ୍ୟକ୍ତି ଦୁଃସ୍ଥ ବ୍ୟକ୍ତିମାନଙ୍କୁ ଆହାର ଦେଇ ପୋଷନ୍ତି ବା ପାଳନ୍ତି। — (a person) Maintaining the poor in times of scarcity of famine