ଅକାଳବୋଧନ Akāḻabodhana
- ସଂ. ବି. ( 7 ମୀ ତତ୍) — ଶୋଇବାର ନିର୍ଦ୍ଧିଷ୍ଟ ସମୟରେ କିମ୍ବା ମନୁଷ୍ୟ ଶୋଇଥିବା ଅବସ୍ଥାରେ ତାହାକୁ ନିଦରୁ ଉଠାଇବା। — The rousing of a person from sleep at an unusual hour of the night or while he is fast asleep
- ସଂ. ବି. ( 7 ମୀ ତତ୍) — (ଯଥା—ରାମ ଲକ୍ଷ୍ମଣଙ୍କୁ ମାରିବାପାଇଁ ରାବଣ ଆଦେଶରେ କୁମ୍ଭ— କର୍ଣ୍ଣର ଅକାଳବୋଧନ ହୋଇଥିଲା।)
- ସଂ. ବି. ( 7 ମୀ ତତ୍) — ଅନିର୍ଦ୍ଧାରିତ ସମୟ ମଧ୍ୟରେ ଦେବତାଙ୍କର ପହଡ଼ ଭଙ୍ଗାଇବା। — The rousing of a Deity or Idol at an unusual hour when the Idol is supposed to be taking rest
- ସଂ. ବି. ( 7 ମୀ ତତ୍) — (ଯଥା—ରାବଣକୁ ମାରିବାପାଇଁ ରାମଚନ୍ଦ୍ର ଦୁର୍ଗାଙ୍କର ଅକାଳ— ବୋଧନ କରି ଦୁର୍ଗାପୂଜା କରିଥିଲେ।)