ଅକର୍ମଜ Akarmaja

  • ସଂ. ବିଣ. (ଅକର୍ମ+ଜନ ଧାତୁ=ଜନ୍ମିବା+କର୍ତ୍ତୃ. ଅ.) — ମନ୍ଦଭାଗ୍ୟରୁ ଘଟିଥିବା; ଦୁର୍ଭାଗ୍ୟଜନିତ।