ଅକର୍ମକର୍ମଦାତା Akarmakarmadātā
- ସଂ. ବିଣ. ପୁଂ ( 6 ଷ୍ଠୀ ତତ୍, ଅକର୍ମକର୍ମନ୍+ଦାତୃ) — ଯେ ନିକମା ଲୋକକୁ କର୍ମରେ ନିଯୁକ୍ତ କରେ — Providing the unemployed with work
- ସଂ. ବିଣ. ପୁଂ ( 6 ଷ୍ଠୀ ତତ୍, ଅକର୍ମକର୍ମନ୍+ଦାତୃ) — ଯେ ମନ୍ଦଭାଗ୍ୟ ବ୍ୟକ୍ତିକୁ ସୌଭାଗ୍ୟ ଦେଇ ପାରନ୍ତି।
- ସଂ. ବି. ପୁଂ — ଶିବ; ମହାଦେବ — The God Siba
- ସଂ. ବି. ପୁଂ — (ଯାହାଙ୍କୁ ଆରାଧନା କରି ସନ୍ତୁଷ୍ଟ କଲେ ମନ୍ଦଭାଗ୍ୟ ବ୍ୟକ୍ତିର ସୌଭାଗ୍ୟ ଉଦୟ ହୁଏ)