ଅକର୍ମବନ୍ତ Akarmabanta

  • ଦେ. ବିଣ. (ସଂ. ଅକର୍ମ+ବତ୍) — ଭାଗ୍ୟହୀନ।
  • ଦେ. ବିଣ. (ସଂ. ଅକର୍ମ+ବତ୍) — ବଞ୍ଚିଲା ଅକର୍ମବନ୍ତ, ବିଫଳବତ। ଭଞ୍ଜ, ବୈଦେହୀଶବିଳାସ